ସଂସ୍କୃତ - ବିଶେଷଣ - (ବଦ୍ ଧାତୁ=କହିବା+ କର୍ତ୍ତୃ. ଅ)
[ସମ୍ପାଦନା]
ବକ୍ତା; ଯେ କହେ —Speaing (a suffix).
[ଦ୍ରଷ୍ଟବ୍ୟ —ଯଥା—ପ୍ରିୟଂବଦ—ଯେ ପ୍ରିୟ କଥା କହେ — Speaking pleasant or endearing words.
ବଂଶବଦ—'ମୁଁ ଆପଣାଙ୍କର ବଶ ବା ଅଧୀନ' ବୋଲି ଯେ କହେ; ଆଜ୍ଞାଧୀନ —Obedient; subservient.]