Jump to content

ବଦନୀ

ଉଇକିଅଭିଧାନ‌ରୁ

ବଦନୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ସ୍ତ୍ରୀ (ଅନ୍ୟ ଶବ୍ଦ ସଙ୍ଗେ 'ସଂବଦନା ସ୍ଥଳରେ ବ୍ୟବହୃତ')

[ସମ୍ପାଦନା]
୧. ବଦନଯୁକ୍ତା —୧. (a suffix used in a compound word, meaning) Faced; having a face.

ଚାରୁ ଚାମୀକର ଚମ୍ପକ ବରଣୀ ଚନ୍ଦ୍ର ବଦନୀ ଚାରୁକେଶୀ କବିସୂର୍ଯ୍ୟ

୨. ସ୍ତ୍ରୀ ଲୋକଙ୍କର ନାମ —୨. A name of females.