Jump to content

ବଦନ ଇନ୍ଦୁ

ଉଇକିଅଭିଧାନ‌ରୁ

ବଦନ ଇନ୍ଦୁ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ରୂପକ; ବଦନ+ଇନ୍ଦୁ; ସଂସ୍କୃତ - ବଦନେନ୍ଦୁ)

[ସମ୍ପାଦନା]

ଚନ୍ଦ୍ର ସଙ୍ଗେ ତୁଳନା ଯୋଗ୍ୟ ମୁଖ; ମୁଖଚନ୍ଦ୍ର; ସୁନ୍ଦର ମୁଖ —A beauti face (like the moon).

[ଦ୍ରଷ୍ଟବ୍ୟ —ମୁଖ ଅର୍ଥବୋଧକ ଅନ୍ୟାନ୍ୟ ଶବ୍ଦ ସଙ୍ଗେ ଚନ୍ଦ୍ର ପର୍ଯ୍ୟାୟର ଅନ୍ୟ ଶବ୍ଦମାନଙ୍କର ରୂପକ କର୍ମଧାରୟ ସମାସ ହୁଏ; ମୁଖଚନ୍ଦ୍ରମା ମୁଖେନ୍ଦୁ]