Jump to content

ବଦନ ପଦ୍ମ

ଉଇକିଅଭିଧାନ‌ରୁ

ବଦନ ପଦ୍ମ

ଉଚ୍ଚାରଣ

[ସମ୍ପାଦନା]

ବଦନ କମଳ, ବଦନ ସରୋଜ, ବଦନାରବିନ୍ଦ ଅନ୍ୟରୂପ

ସଂସ୍କୃତ - ବିଶେଷ୍ୟ - (ରୂପକ; ବଦନ+ ପଦ୍ମ)

[ସମ୍ପାଦନା]

ପଦ୍ମ ପରି ରମଣୀୟ ମୁଖ —A face as beautiful as the lotus.

[ଦ୍ରଷ୍ଟବ୍ୟ —ମୁଖବାଚକ ଅନ୍ୟାନ୍ୟ ଶବ୍ଦ ସଙ୍ଗେ ପଦ୍ମବାଚକ ଅନ୍ୟ ଶବ୍ଦର ସମାସରେ ଏହିପରି ଅନ୍ୟାନ୍ୟ ମଧ୍ୟ ନିଷ୍ପନ୍ନ ହୁଏ]