ବଦନ ମଣ୍ଡଳ
ମୁଖ ମଣ୍ଡଳ; ଲଲାଟଠାରୁ ଓଠ ଓ ଏକ କର୍ଣ୍ଣଠାରୁ ଅନ୍ୟ କର୍ଣ୍ଣ ବିସ୍ତୃତ ମୁଖର ଆୟତନ —The whole surface of one's face; the facial expression; the full outline of one's face.