ବଦନ ମଧୁ
ଦେଖଣା
ବଦନ ମଧୁ
ଉଚ୍ଚାରଣ
[ସମ୍ପାଦନା](ବଦନସୁଧା, ବଦନାମୃତ ବଦନାସବ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (୬ଷଷ୍ଠୀ ତତ୍)
[ସମ୍ପାଦନା]ଅଧର ମଧୁ; ମୁଖାମୃତ; ମୁହଣରୁ ବାହାରିବା ନାଳ ବା ଅଇଁଠା — Saliva or leaving from the mouth of a person.
[ଦ୍ରଷ୍ଟବ୍ୟ —ଭକ୍ତିମାନଙ୍କୁ ଗୁରୁଙ୍କୁର ଓ ପ୍ରେମିକପ୍ରେମିକାମାନଙ୍କୁ ଆପଣା ଆପଣା ପ୍ରଣୟପାତ୍ରର ମୁଖନିଃସୃତ ଲାଳ ବା ଉଚ୍ଛିଷ୍ଟ ଅମୃତ ପରି ମଧୁର ଲାଗେ ବୋଲି ଏହି ଉପମା ପ୍ରଚଳିତ]