ବଦର
ଦେଖଣା
ବଦର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଦର
|
ସଂସ୍କୃତ - ବିଶେଷ୍ୟ - (ସଂସ୍କୃତ - ବଦ୍ ଧାତୁ=ସ୍ଥିର ରହିବା+ କର୍ତ୍ତୃ. ଅର୍; ଯେଉଁ ଗଛ କଟା ହେଲେ ସୁଦ୍ଧା ସ୍ଥିର ରହେ, ଅର୍ଥାତ୍ ମରେ ନାହିଁ)
[ସମ୍ପାଦନା]- ୧. ବରକୋଳି (ଦେଖ) - —୧. Barakoḻi (see)
- ୨. କପା ବକଡ଼ା; କପା ଫଳ —୨. The berry like pod of cotton, the closed pod of cotton.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ଭଦଭଦଳିଆ; ଛୋଟ ବୃକ୍ଷବିଶେଷ — Olase Scandens tree (Haines)
[ଦ୍ରଷ୍ଟବ୍ୟ —ଏ ଗଛ ଦେଢ଼ ପୁରୁଷ ପର୍ଯ୍ୟନ୍ତ ଉଚ୍ଚ ହୁଏ; ଫଳ ଆଙ୍ଗୁଠି ଟିପ ପରି ଓ ଶିବଲିଙ୍ଗ ଆକୃତିବିଶିଷ୍ଟ ଓ ତହିଁର ଅଗରେ ଚୋପା ନ ଥାଇ ଫଳ ମୂଳରୁ ଅଧ ପର୍ଯ୍ୟନ୍ତ ଚୋପା ବକଳକୁ ଘୋଡ଼ାଇ ଥାଏ ଏ ଫଳକୁ ଖାଆନ୍ତି ଓ କୋମଳ ପତ୍ର ଶାଗ ହୁଏ]