ବଦରି ନାରାୟଣ
ଦେଖଣା
ବଦରି ନାରାୟଣ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଦରି ନାରାୟଣ
|
(ବଦ୍ରିନାଥ, ବଦ୍ରିନାରାୟଣ—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ବଦ୍ରିକାଶ୍ରମର ଅଧିଷ୍ଠାତା ଦେବ — The presiding Deity of Baidrinārāyaṇi.
[ଦ୍ରଷ୍ଟବ୍ୟ —ଏହା ବିଷ୍ଣୁ ମୂର୍ତ୍ତିଅଟେ]
ବଦରି ନାରାୟଣଶ୍ରମେକାନନେ ଚଳ ଯଥାକ୍ରମେ ଜଗନ୍ନାଥ, ଭାଗବତ