Jump to content

ବଦର୍

ଉଇକିଅଭିଧାନ‌ରୁ

ବଦର୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ହିନ୍ଦୀ - ) (ଓଡ଼ିଶା ସେଟ୍ଲମେଣ୍ଟ୍ ବିଭାଗର ହିନ୍ଦୁସ୍ଥାନୀ କର୍ମଚାରୀଙ୍କଦ୍ୱାରା ଏ ଦେଶରେ ବ୍ୟୂବହୃତ ଅର୍ବାଚୀନ ଶବ୍ଦ; ଫାରାସୀ - ବଦର୍=ହିସାବପତ୍ର; ଇଂରାଜୀ - ବଦର୍=ବିରକ୍ତ କରିବା)

[ସମ୍ପାଦନା]

ଭୂସମ୍ପତ୍ତି ସମ୍ୱନ୍ଧେ ପ୍ରତିଦ୍ୱନ୍ଦୀମାନଙ୍କ ମଧ୍ୟରେ ବିବାଦ ହେଲେ ସେଟ୍ଲମେଣ୍ଟ ହାକିମଙ୍କ ନିକଟରେ ପ୍ରଥମେ ଯେଉଁ ସରାସରି ମକଦମା ଦାଏର କରାଯାଏ — Preliminary summary dispute regarding a piece of land between ୨ rival claimants before a Settlement Officer.