Jump to content

ବଦଳ

ଉଇକିଅଭିଧାନ‌ରୁ

ବଦଳ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ବଦଲ୍)

[ସମ୍ପାଦନା]
୧. ପରିବର୍ତ୍ତନ୍; ୧. Change; substitution.
୨. ବିନିମୟ; ହେର୍ ଫେର୍ —୨. Exchange.
୩. ପଣ୍ୟ— ବିନିମୟ —୩. Barter.
୪. ଏକ ପଦାର୍ଥର ବିନିମୟରେ ପ୍ରଦତ୍ତ ବା ଆନୀତ ଅନ୍ୟ ପଦାର୍ଥ —୪. A substitude.
୫. ପ୍ରତିଶୋଧ —୫. Tit for tat.
୬. ପ୍ରତିଦାନ — ୬. A return.
୭. ଜଣେ କର୍ମଚାରୀର ବା ଭୃତ୍ୟର ସ୍ଥାନେର ଅନ୍ୟ ଜଣକର ଅବସ୍ଥାନ —୭. The situation or putting of one officer or servant in the place of another.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ଆ—ବାଦଲ୍=ମେଘ, କିମ୍ୱା ସଂସ୍କୃତ - ବର୍ଦ୍ଦଳ=ଦୁର୍ଦ୍ଦିନ)— ଏକାଦିକ୍ରମେ ଅତିବୃଷ୍ଟି ଯୋଗୁଁ କ୍ଷେତରେ ଜଳପୂର୍ଣ୍ଣ ହେବା ଅବସ୍ଥା —୧. Overflowing condition of the firlds owing to very heavy rain.
୨. ଜଳପ୍ରଳୟ; ଜଳପ୍ଳାବନ —୨. Deluge due to incessant rain.