ବଦଳି
ଦେଖଣା
- ପରିବର୍ତ୍ତନ
- ବିନିମୟ
- ସ୍ଥାନାନ୍ତର କରଣ
- ଏକ ସ୍ଥାନରୁ ଚାକିରି ପରିବର୍ତ୍ତରେ ଅନ୍ୟ ସ୍ଥାନରେ ଚାକିରିରେ ନିଯୁକ୍ତି
ବିଶେଷଣ (ବୈଦେଶିକ)
[ସମ୍ପାଦନା]- ସ୍ଥାନାନ୍ତରିତ
- ପରିବର୍ତ୍ତିତ
- ପ୍ରତିଦତ୍ତବଦଳି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବି—(ଆରବୀ - ବଦଲାଇ)
[ସମ୍ପାଦନା]- ୧. ପରିବର୍ତ୍ତନ — ୧. Chang.
- ୨. ବିନିମୟ —୨. Exchange; barter.
- ୩. ସ୍ଥାନାନ୍ତର କରଣ —୩. Transfer.
- ୪. ଏକ ସ୍ଥାନରୁ ଚାକିରି ପରିବର୍ତ୍ତନରେ ଅନ୍ୟ ସ୍ଥାନରେ ଚାକିରିରେ ନିଯୁକ୍ତି —୪. Transfer of service from one place to another.
- ୫. ପ୍ରିତିନିଧି —୫. Deputy; representativfe; locum tenens.
ବୈଦେଶିକ - ବିଶେଷଣ -
[ସମ୍ପାଦନା]- ୧. ସ୍ଥାନାନ୍ତରିତ —୧. Transferred from one place to another.
- ୨. ପରିବର୍ତ୍ତିତ — ୨. Changed.
- ୩. ପ୍ରତିଦତ୍ତ —୩. Bartered; given or taken in exchange.