Jump to content

ବଦଳିଆ

ଉଇକିଅଭିଧାନ‌ରୁ

ବଦଳିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ବଦଲାଇ)

[ସମ୍ପାଦନା]
୧. ଦୁଇ ଜଣ ଚଷାଙ୍କ ମଧ୍ୟରେ ମୂଲ ପରିବର୍ତ୍ତରେ ହଳ ବଳଦ ବା ମୂଲିଆ କାମର ବିନିମୟ ରୀତି —୧. A system current amongst poor cultivators of exchanging one man's bullocs and plough for another's labour and vice versa.
୨. ଚାକର ଛୁଟି ନେବା ସମୟ ପାଇଁ ସେ ଯେଉଁ ଅନ୍ୟ ଚାକରକୁ ତା ଚାକିରିରେ ରଖାଏ —୨. A temporary substitute given by a servant; locum tenens.

ଅନୁବାଦ

[ସମ୍ପାଦନା]
୩. ପ୍ରତିନିଧି —୩. Deputy; repressentative.