Jump to content

ବଦସ୍ତ

ଉଇକିଅଭିଧାନ‌ରୁ

ବଦସ୍ତ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ଅ—(କଚିରିଆ)— (ଫାରାସୀ - ବଦସ୍ତ୍=ହାତଦ୍ୱାରା)

[ସମ୍ପାଦନା]

ଦସ୍ତ ବଦସ୍ତ; ହାତେ ହାତେ; ନଗଦ —hand to hand; in cash.

[ଦ୍ରଷ୍ଟବ୍ୟ —କବାଲା ଓ ଦଲିଲ ଆଦିରେ ବ୍ୟବହୃତ; ଯଥା—ତୁମ୍ଭେ ମୁସ୍ତରିଙ୍କୁ ଆମ୍ଭେ ବାୟା ଏ ଜମି ବିକ୍ରୟ କରି ଆଜଦିନ ଦସ୍ତବଦସ୍ତ ତୁମ୍ଭଠାରୁ ବିବାକ୍ ଜରସମନ୍ ଟଙ୍କା ବୁଝିନେଲୁଁ]