Jump to content

ବଦାଇବା

ଉଇକିଅଭିଧାନ‌ରୁ

ବଦାଇବା

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - କ୍ରି—(ପଦ୍ୟ)

[ସମ୍ପାଦନା]
୧. (ବଦିବା କ୍ରିୟାର ଣିଜନ୍ତରୂପ) —Causative of Badibā)

—ହିନ୍ଦୀ - ବଦାନା, ଲଳକାରନା—କୁହାଇବା; ଡ଼କାଇବା —To cause to speak or call.

୨. ଯୁଦ୍ଧୁ ଅନ୍ୟକୁ ଆହାନ କରିବା —୨. To call upon aperson to fight; to challence.

ବଦାଉଛି ମଦନ ସମରେ ମୁଁ ଏକା—ଭଞ୍ଜ ବୈଦେହୀଶବିଳାସଯ