Jump to content

ବଦାଉ

ଉଇକିଅଭିଧାନ‌ରୁ

ବଦାଉ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଖଡ଼ର ଫଳକ —୧. The blade of a weapon.

ବଦାଉ କଲେ ଟେକିଛି ଖଡ୍ଡତିଳକ— ଭଞ୍ଜ. ବୈଦେହୀଶବିଳାସ

୨. ଅସ୍ତ୍ରବିଶେଷ —୨. A kind of weapon.

ବାଦଉ କି ପକ୍ଷ କମ୍ପ ସାଜେ ଭଞ୍ଜ ବୈଦେହୀଶବିଳାସ

୩. ଯୁଦ୍ଧ କରିବା ପାଇଁ ବିପକ୍ଷକୁ ଆହ୍ୱାନ —୩. A call to the adversary for a fight; challenge.