Jump to content

ବଦାନ୍ୟ

ଉଇକିଅଭିଧାନ‌ରୁ

ବଦାନ୍ୟ

ଉଚ୍ଚାରଣ

[ସମ୍ପାଦନା]
[ବଦା(ଦ)ନ୍ୟା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଂ—(ବଦ୍ ଧାତୁ=କହିବା+କର୍ତ୍ତ—. ଅନ୍ୟ; ଯେ ମଧୁର ସମ୍ଭାଷଣ କରେ)

[ସମ୍ପାଦନା]
୧. ମଧୁରଭାଷୀ — ୧. Sweet—speaking.
୨. ଦାନଶୀଳ; ୨. Liberal; charitable; generous; munificent.
୩. ଉଦାର —୩. Liberal-minded.