ବଦି
ଦେଖଣା
ବଦି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ବଦେଇ—ଦେଶଜ ରୂପ)
(ସୁଦୀ—ବିପରୀତ)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଦଈ)
[ସମ୍ପାଦନା]- ୧. ବଦ୍ନାମ; ଦୁର୍ନାମ — ୧. Defamation; bad reputation.
- ୨. ଦାୟିତ୍ୱ — ୨. Responsibility.
- ୩. ଅପକାର —୩. Injury.
- ୪. ମନ୍ଦତା —୪. Badness.
[ଦ୍ରଷ୍ଟବ୍ୟ —ଏ ଶବ୍ଦ ଫାରାସୀ - 'ନେକି' ସହ ବ୍ୟବହୃତ ହୋଇ ନେକି ବଦି ଶବ୍ଦ(=ସୁନାମ ଓ ଦୁର୍ନାମ; ପୁରସ୍କାର ଓ ଦଣ୍ଡ; ଭଲ ମନ୍ଦ ଫଳର ଦାୟିତ୍ୱ ଅର୍ଥରେ) ବ୍ୟବହୃତ ହୁଏ]
- ୩. (ମାରବାଡ଼ିଙ୍କ ଭାଷା; ହିନ୍ଦୀ - ସଂସ୍କୃତ - ଅବଦାତ)— କୃଷ୍ଣପକ୍ଷ —୩. The dark fortnight of a month.