ବଦ୍
ଦେଖଣା
ବଦ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷଣ - (ଫାରାସୀ - ବଦ୍=ମନ୍ଦ; ତୁଳ ଇଂରାଜୀ - ବାଡ଼୍)
[ସମ୍ପାଦନା]- ୧. ମନ୍ଦ; ଖରାପ; କୁ — ୧. Bed; evil.
[ ଦ୍ର—ଏହା ଅନ୍ୟ ଶବ୍ଦ ପୂର୍ବରେ ମନ୍ଦ ଅର୍ଥରେ ମଧ୍ୟ ବ୍ୟବହୃତ ହୁଏ ଯଥା—ବଦ୍ନାମ୍; ବଦ୍ମାଏସ୍; ବଦ୍ଖିଆଲ୍ ]
- ୨. ଅସଚ୍ଚରିତ୍ର —୨. Immoral.
- ୩. ଦୁଷ୍ଟ —୩. Wicked.
- ୪. ଅସୁନ୍ଦର —୪. Bad-looking.