Jump to content

ବଦ୍ଗୁଣ

ଉଇକିଅଭିଧାନ‌ରୁ

ବଦ୍ଗୁଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ବଦ୍ଗୁଣୀ, ବଦ୍ଗୁଣିଆ—ବ୍ୟକ୍ତିବାଚକ ବିଶେଷଣ)

ଦେଶଜ - ବିଶେଷ୍ୟ - (ଫାରାସୀ - ବଦ୍+ସଂସ୍କୃତ - ଗୁଣ)

[ସମ୍ପାଦନା]
୧. ଦୁର୍ଗୁଣ; ମନ୍ଦଗୁଣ — ୧. Bad quality.
୨. ମନ୍ଦ ପ୍ରକୃତି —୨. Evil nature.
୩. ଅବିଗୁଣ —୩. Misunderstanding.