Jump to content

ବଦ୍ଧପରିକର

ଉଇକିଅଭିଧାନ‌ରୁ

ବଦ୍ଧପରିକର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବଦ୍ଧ ହୋଇଅଛି ପରିକର= କଟିବନ୍ଧ ଯାହାର)

[ସମ୍ପାଦନା]
୧. ଯାହାର ଅଣ୍ଟାରେ କଟିବନ୍ଧ ଭିଡ଼ା ହୋଇଅଛି; ଦୃଢ଼ୀକୃତ ୘ଟିବନ୍ଧ — ୧. Having one's belt tied to the waists; girdled.
୨. (ଲକ୍ଷଣାର୍ଥ) ଦୃଢ଼ପ୍ରତିଜ୍ଞା; କୃତନିଶ୍ଚୟ — ୨. (figurative) Resolved; determined to do a work.
୩. କୌଣସି କାର୍ଯ୍ୟ କରିବା ନିମନ୍ତେ ପ୍ରସ୍ତୂତ —୩. Prepared to undertake a certain work.