Jump to content

ବଦ୍ଧମୁଷ୍ଟି

ଉଇକିଅଭିଧାନ‌ରୁ

ବଦ୍ଧମୁଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବଦ୍ଧମୁଷ୍ଟି)

[ସମ୍ପାଦନା]
୧. ଦୃଢ଼ମୁଷ୍ଟି; ଯେ ହାତକୁ ମୁଠା କରିଅଛି —୧. Having closed up one's fist.
୨. (ଲକ୍ଷଣାର୍ଥ) କୃପଣ; ବ୍ୟୟକୁଣ୍ଠ —୨. (figurative) Miserly; close-fisted; niggardly.
୩. (ଲକ୍ଷଣାର୍ଥ) ଦୃଢ଼ପ୍ରତିଜ୍ଞା; କୃତନିଶ୍ଚୟ —୩. (figurative) Resolved; determined.