Jump to content

ବଦ୍ଧମୂଳ

ଉଇକିଅଭିଧାନ‌ରୁ

ବଦ୍ଧମୂଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି)

[ସମ୍ପାଦନା]
୧. ଦୃଢ଼ମୂଳ; ଯାହାର ମୂଳ ଭୂମିରେ ଏପରି ଛନ୍ଦି ହୋଇ ମାଡ଼ି ଥାଏ ଯେ ସହଜରେ ଉପୁଡ଼େ ନାହିଁ —୧. Deep rooted; firmly rooted
୨. (ଲକ୍ଷଣାର୍ଥ) ସୁଦୃଢ଼ —୨. (figurative) Firmly fixed.