Jump to content

ବଦ୍ଧାଞ୍ଜଳି

ଉଇକିଅଭିଧାନ‌ରୁ

ବଦ୍ଧାଞ୍ଜଳି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ବଦ୍ଧ+ ଅଞ୍ଜଳି)

[ସମ୍ପାଦନା]

କୃତାଞ୍ଜଳି; ହାତ ଯୋଡ଼ି ଥିବା — With folded hands; with hands joined together in supplication.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଏକତ୍ର ଯୋଡ଼ା ହୋଇ ଥିବା କରତଳ ଦ୍ୱୟ — Folded hands.