ବଦ୍ଧ ଗୁଦୋଦର
ଦେଖଣା
ବଦ୍ଧ ଗୁଦୋଦର
ଉଚ୍ଚାରଣ
[ସମ୍ପାଦନା](ବଦ୍ଧୋଦର—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ଏକପ୍ରକାର କୋଷ୍ଠବଦ୍ଧ ରୋଗ — A ind of constipation.
[ଦ୍ରଷ୍ଟବ୍ୟ —ଏଥିରେ ଛାତି ଓ ନାଭି ମଧ୍ୟସ୍ଥ ଉଦରାଂଶ ଫୁଲିଯାଏ ଓ ବହୁକଷ୍ଟରେ ଅଳ୍ପ ଅଳ୍ପ ଝା଼ଡ଼ା ହୁଏ ଅନ୍ତ୍ରରେ ଅନ୍ନ, ମାଟି, ବାଲି ଆଦି ମିଶିଲେ ଏ ରୋଗ ହୁଏ ଅତ୍ୟଧିକ ତୈଳବହୁଳ ଓ ଗୁରୁପାକ ଖାଦ୍ୟ ଖାଇଲେ ଏ ରୋଗ ହୁଏ ରୋଗୀର ବମନର ମଧ୍ୟ ମଳବତ୍ ଦୁର୍ଗନ୍ଧ ହୁଏ—ହିନ୍ଦୀ - ଶ.]