Jump to content

ବଦ୍ଧ ଦୃଷ୍ଟି

ଉଇକିଅଭିଧାନ‌ରୁ

ବଦ୍ଧ ଦୃଷ୍ଟି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବଦ୍ଧ ହୋଇଅଛି ଦୃଷ୍ଟି ଯାହାର)

[ସମ୍ପାଦନା]

ନ୍ୟସ୍ତ ଦୃଷ୍ଟି; ସ୍ଥିରଲକ୍ଷ୍ୟ —Staring; with a fixed gaze.

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ଏକସ୍ଥାନରେ ନିବିଦ୍ଧ ନିର୍ମିମେଷ ଦୃଷ୍ଟି — Fixed gaze; stare.