Jump to content

ବଦ୍ଧ ପାଗଳ

ଉଇକିଅଭିଧାନ‌ରୁ

ବଦ୍ଧ ପାଗଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
ବଦ୍ଧ ପାଗଲ(ଲା)—ଅନ୍ୟରୂପ ବଦ୍ଧ ପାଗଳୀ(ଲୀ)—ସ୍ତ୍ରୀ 

ବଦ୍ଧବାୟା—ପୁଂ, ବଦ୍ଧବାଈ—ସ୍ତ୍ରୀ—ଅନ୍ୟରୂପ

ଦେଶଜ - ବିଶେଷଣ - ପୁଂ. (ବଙ୍ଗଳାରୁ ଅନୁକୃତ)

[ସମ୍ପାଦନା]
୧. ତୁଚ୍ଛା ବାୟା; ପୂର୍ଣ୍ଣରୂପେ ବାୟା — ୧. Stark mad.
୨. ଅତ୍ୟନ୍ତ ନିର୍ବୋଧ — ୨. Utterly foolish.