ବଦ୍ଧ ଶିଖ
ଦେଖଣା
ବଦ୍ଧ ଶିଖ
ଉଚ୍ଚାରଣ
[ସମ୍ପାଦନା](ବଦ୍ଧ ଶିଖା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବଦ୍ଧ ହୋଇଅଛି ଶିଖା ଯାହାର)
[ସମ୍ପାଦନା]ଯେ ମୁଣ୍ଡର କେଶକୁ ବାନ୍ଧି ଅଛି —Having one's hair of the head tied together.
ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ -
[ସମ୍ପାଦନା]- ୧. ଶିଶୁ —୧. Child.
- ୨. ଯେଉଁ ବ୍ରାହ୍ମଣ ଶିଖା ବନ୍ଧନ କରିଅଛି —୨. A Bra&hmacr;maṇa who has tied his hair into a knot.