Jump to content

ବଦ୍ନା

ଉଇକିଅଭିଧାନ‌ରୁ

ବଦ୍ନା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବି—(ହିନ୍ଦିରୁ ଅନୁକୃତ; ସଂସ୍କୃତ - ବର୍ଦ୍ଧନୀ=କଳସ)

[ସମ୍ପାଦନା]

ମୁସଲମାନଙ୍କ ବ୍ୟବହୃତ ଗଡ଼ୁ ବା ନଳ ଯୁକ୍ତ ପାନପାତ୍ର — A water-jug with a sprout used by Mahommedans.

ଘରକୋଣ ଓ ଏଣେତେଣେ ଛିଣ୍ଡାଛାଞ୍ଚଣି, ଜଳପୂର୍ଣ୍ଣ ବଦନା ଫକୀରମୋହନ. ଛଅମାଣ ଆଠଗୁଣ୍ଠ