ବଦ୍ନାମିଆ
ଦେଖଣା
ବଦ୍ନାମିଆ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ବଦନାମୀ—ଅନ୍ୟରୂପ)
(ବଦ୍ନାମୀ—ସ୍ତ୍ରୀ
ଦେଶଜ - ବିଶେଷଣ - ପୁଂ—(ଫାରାସୀ - ବଦ୍ନାମ୍)
[ସମ୍ପାଦନା]- ୧. ନିନ୍ଦାଯୁକ୍ତ ନିନ୍ଦିତ —୧. Blamed.
- ୨. ନିନ୍ଦାଯୋଗ୍ୟ; — ୨. Blameworthy.
- ୩. ଯେ ନିନ୍ଦା ରଟନା କରେ —୩. Vilifying; blasphemous.
- ୪. ଯେଉଁ କାର୍ଯ୍ୟରେ ନିନ୍ଦା ପାଇବାକୁ ହେବ —୪. (an act) Bringing dis credit on the doer.