Jump to content

ବଦ୍ନା ମି

ଉଇକିଅଭିଧାନ‌ରୁ

ବଦ୍ନା ମି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବଦଲାମ୍, ବଦଲାମି, ଅନ୍ୟରୂପ

(ନେକ୍ନାମ—ବିପରୀତ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଫାରାସୀ - ବଦ୍ନାମୀ=ଅପକୀର୍ତ୍ତି)

[ସମ୍ପାଦନା]
୧. ଦୁର୍ନାମ; ଅପଯଶ; ନିନ୍ଦାବାଦ; ଅପବାଦ —୧. Blame; dis- credit; infamy; defamation; notoriety.
୨. କଳଙ୍କ —୨. Stain.

ଦେଶଜ - ବିଶେଷଣ -

[ସମ୍ପାଦନା]

(ଫା ବଦ୍ନାମ୍) ନିନ୍ଦିତ; କଳଙ୍କିତ —Traduced; vilified; infamous; defamed.