Jump to content

ବଦ୍ମାସି

ଉଇକିଅଭିଧାନ‌ରୁ

ବଦ୍ମାସି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବଦମାଇସି, ବଦମାଏସି ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଦ୍ମାଶୀ)

[ସମ୍ପାଦନା]
୧. ଦୁଷ୍ଟାମି; ଖଚଡ଼ାଙ୍ଗୀ — ୧. Wickedness; wantonness.
୨. ଚରିତ୍ରହୀନତା —୨. Immorality.
୩. କୁକାର୍ଯ୍ୟ —୩. Evil act.
୪. ଲାମ୍ପଟ୍ୟ —୪. Adultery.
୫. ଇନ୍ଦ୍ରିୟସେବା — ୫. Coarse sensuality.
୬. କାମୁକତା —୬. Lechery.

ବୈଦେଶିକ - ବିଶେଷ୍ୟ - ଓବିଶେଷଣ -

[ସମ୍ପାଦନା]

ବଦ୍ମାସ୍ (ଦେଖ) - —Bad-mās (See)