ବଦ୍ମିଜାଜି
ଦେଖଣା
ବଦ୍ମିଜାଜି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଦ୍ମିଜାଜି
|
ବଦ୍ମିଞ୍ଜାଜିଆ, ବଦ୍ମିଞ୍ଜାଜି, ବଦ୍ମିଜାଜିଆ ଅନ୍ୟ ଦେଶକ ରୂପ
=== ବୈଦେଶିକ - ବିଶେଷଣ -(ଫାରାସୀ - ବଦ୍ମିଜାଜ୍)
- ୧. କ୍ରୋଧୀ; କ୍ରୋଧସ୍ୱଭାବଯୁକ୍ତ —୧. Of fiery temper.
- ୨. ଯେ ହଠାତ୍ ରାଗିଯାଏ; ଚିଡ଼ଲ୍; ଚିଡ଼ିଚିଡ଼ା; ୨. Irritable; surly.