Jump to content

ବଦ୍ମୁହାଁ

ଉଇକିଅଭିଧାନ‌ରୁ

ବଦ୍ମୁହାଁ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
ବଦମୁହୀଁ-ସ୍ତ୍ରୀ 

ଦେଶଜ - ବିଶେଷଣ - ପୁଂ—(ଫାରାସୀ - ବଦ୍+ସଂସ୍କୃତ - ମୁଖ)

[ସମ୍ପାଦନା]
୧. ଅଶିଷ୍ଟଭାଷୀ — ୧. Wising obscene words; evil-tongued.
୨. ରାଗୀ; କ୍ରୋଧନସ୍ୱଭାବ —୨. Irritable; surly.
୩. ଯାହାର ବାକ୍ୟରେ ସଂଯମ ନାହିଁ —୩. Having no control over one's tongue.
୪. ଯେଉଁ ଲୋକ ଭବିଷ୍ୟତରେ ଅଶୁଭ ଆଶଙ୍କା କରି କହି ବୁଲେ — ୪. Pessimistic.