Jump to content

ବଦ୍ରଙ୍ଗ

ଉଇକିଅଭିଧାନ‌ରୁ

ବଦ୍ରଙ୍ଗ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା)

[ସମ୍ପାଦନା]
୧. ତାସ୍ଖେଳର ରଙ୍ଗ ଖେଳରେ ଖେଳ ଆରମ୍ଭ ହେବା ପୂର୍ବରୁ ଯେଉଁ ରଙ୍ଗର ତାସ୍ କଟାଯାଇଥାଏ ତାହାଛଡ଼ା ଅନ୍ୟରଙ୍ଗର ତାସ୍ —୧. (Game of cards) Any cards other than the trump card.
୨. ଅସୁନ୍ଦର ରଙ୍ଗ —୨. Bad colour.

ବୈଦେଶିକ - ବିଶେଷଣ -

[ସମ୍ପାଦନା]
୧. ଅସୁନ୍ଦର ରଙ୍ଗଯୁକ୍ତ —Bad coloured.
୨. ଯାହାର ରଙ୍ଗ ଖରାପ ହୋଇ ଥାଏ — ୨. Discoloured.
୩. ଯାହାର ରଙ୍ଗ ଫକ୍କା ପଡ଼ି ଯାଇ ଥାଏ —୩. Faded.