Jump to content

ବଦ୍ରାଗୀ

ଉଇକିଅଭିଧାନ‌ରୁ

ବଦ୍ରାଗୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା) ବଦ୍+ସଂସ୍କୃତ - ରାଗ)

[ସମ୍ପାଦନା]

ଯେ ସାମାନ୍ୟ କଥାରେ ହଠାତ୍ ରାଗିଯାଏ; ଊଗ୍ରସ୍ୱଭାବ, କୋପନ—ସ୍ୱଭାବ —Of fiery temper; of irritable temper; easily irritable.