Jump to content

ବଦ୍ରାହା

ଉଇକିଅଭିଧାନ‌ରୁ

ବଦ୍ରାହା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଦ୍-ରାହ)

[ସମ୍ପାଦନା]
୧. କୁମାର୍ଗ — ୧. Bad road.
୨. (ଲକ୍ଷଣାର୍ଥ) ମନ୍ଦ ଆଚରଣ —୨. Bad conduct.

===ବିଶେଷଣ - (ଫାରାସୀ - ବଦ୍ରାହ)

୧. କୁମାର୍ଗଗାମୀ —୧. Tasking to evil ways.
୨. ଦୁଷ୍ଟ;ଖଳ —୨. Wicked.