ବଦ୍ସୁରା
ଯେଉଁ ବାଦ୍ୟ ଯନ୍ତ୍ରର ସ୍ୱର ବିଗିଡ଼ି ଯାଇଥାଏ; ଶ୍ରୁତିକଟୁ ସ୍ୱରଯୁକ୍ତ (ବାଦ୍ୟ ଓ ଯନ୍ତ୍ର) — Out of tune (musical instrument).