Jump to content

ବଦ୍ହଜମି

ଉଇକିଅଭିଧାନ‌ରୁ

ବଦ୍ହଜମି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫାରାସୀ - ବଦ୍ ହଜମା)

[ସମ୍ପାଦନା]

ଅଜୀର୍ଣ୍ଣ; ଖାଦ୍ୟ ଦ୍ରବ୍ୟର ଅପରିପାକ — Indigestion.

ବୈଦେଶିକ - ବିଶେଷଣ -

[ସମ୍ପାଦନା]
୧. ଯେଉଁ ଖାଦ୍ୟଦ୍ୱାରା ଅଜୀର୍ଣ୍ଣ ହୁଏ — ୧. Indigestible (food).
୨. ଅଜୀର୍ଣ୍ଣଜନିତ (ରୋଗ) — ୨. (a disease) due to indigestion.