ବଦ୍ୱୁ
(ବଦବୋଇ—ଅନ୍ୟରୂପ)
(ଖୁସବୋ—ବିପରୀତ)
ବଦ୍ଗନ୍ଧ; ଦୁର୍ଗନ୍ଧ — Foul smell.
(ଫାରାସୀ - ବଦ୍ୱୃଦାର୍) ଦୁର୍ଗନ୍ଧ ଯୁକ୍ତ; ପୂତିଗନ୍ଧମୟ —Bad-smelling; fetid.