ବଦ୍ କିସ୍ମତ୍
ଅଭାଗା; ହତଭାଗ୍ୟ — Unforyunate; unlucky.
ମନ୍ଦ ଭାଗ୍ୟ; ଦୁର୍ଭା ଗ୍ୟ —Bad-luck.
(ବଦ୍କିସ୍ମତିଆ, ବଦକିସ୍ମତୀ—ଦେଶଜ ବିଶେଷଣ ରୂପ)