ବଦ୍ ଜବାନ୍
ଦେଖଣା
ବଦ୍ ଜବାନ୍
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବଦ୍ ଜବାନି, ବଦ୍ ଜମାନ୍, ବଦ୍ ଜମାନି, ବଦ୍ ଜବାନିଆଁ ଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବଦ୍ ଜବାନ୍
|
ବୈଦେଶିକ - ବିଶେଷ୍ୟ - (ଫା ବଦ୍ ଜବାନୀ)
[ସମ୍ପାଦନା]- ୧. ଅଶିଷ୍ଟ ଭାଷା — ୧. Filthy or fual language; obscene language.
- ୨. ଗାଳିମନ୍ଦ —୨. Rebuke; abuse in obscene language; calling evil names.
ବୈଦେଶିକ - ବିଶେଷଣ -
[ସମ୍ପାଦନା]ଅଶିଷ୍ଟବାଦୀ — Speaking obscene or uncivil language.