Jump to content

ବଦ୍ ହବାସ୍

ଉଇକିଅଭିଧାନ‌ରୁ

ବଦ୍ ହବାସ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷଣ - (ଫା)

[ସମ୍ପାଦନା]
୧. ବେହୋସ୍; ଚେତନାରହିତ; ଅଚେତା —୧. Unconscious; senseless.
୨. ବ୍ୟାକୁଳ; ବିକଳ; ଉଦ୍ଦିଗ୍ନ —୨. Perturbed; very anxious.
୩. କିଂକର୍ତ୍ତବ୍ୟୂମୂଢ଼ — ୩. Bewildered.
୪. ଅତି କ୍ଳାନ୍ତ; ଶାନ୍ତ —୪. Over- tired; fed up.