Jump to content

ବଧକ

ଉଇକିଅଭିଧାନ‌ରୁ

ବଧକ

ଉଚ୍ଚାରଣ

[ସମ୍ପାଦନା]
(ବଧକ, ବଧିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ବଧ୍ ଧାତୁ+ କର୍ତ୍ତୃ. ଅକ)

[ସମ୍ପାଦନା]
୧. ହତ୍ୟାକାରୀ; ଘାତୁକ —୧. Murderer; slayer.
୨. ପ୍ରାଣଦଣ୍ଡାଜ୍ଞା ପାଳନକାରୀ — ୨. An executioner; a hangman (Apte).
୩. ଏକ ପ୍ରକାର ଶର ତୃଣ —୩. A kind of reed (Apte).
୪. ବ୍ୟାଧ —୪. Hunter.

ବଧକ ଯେ ଧଙ୍କରେ କି ଶିବ ଅନ୍ଧକରେ ସିଂହକୁ ଶରଭରେ ନାଶେ ସେ ଭଞ୍ଜ. ବୈଦେହୀଶବିଳାସ