Jump to content

ବଧଶାଳୀ

ଉଇକିଅଭିଧାନ‌ରୁ

ବଧଶାଳୀ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନି)ବିଶେଷଣ -

[ସମ୍ପାଦନା]

ବିନାଶକାରୀ; ହତ୍ୟାକାରୀ — Slaying.

ବିଧୀରେ ତା ବଧଶାଳୀ ବିଧିଶାଳୀ ଗୋତ୍ରେ ମିଳି, ଭାକି ବ୍ରହ୍ମପଦ ବିପିନରେ ଭଞ୍ଜ, ବୈଦେହୀଶବିଳାସ