ବଧାଇ
ଦେଖଣା
ବଧାଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଦାୟ ବା ବଦ୍ ଧାତୁରୁ; ଆରବୀ - ବିଦା)
[ସମ୍ପାଦନା]କୌଣସି ସୁସଂବାଦ ଆଣିବା ବ୍ୟକ୍ତିକୁ ଦିଆଯିବା ପାରିତୋଷିକ ବା ବିଦାକି —Reward given to the bearer of good tidings.
ପୁଣି ବୋଇଲେ ମୋ ଝିଅ ଜୁଆଁ ଇଙ୍କି ଖୋଜି ଦେଲେ ବଧାଇ ଦେବି ମୁଁ ନାହିଁ କି କୃଷ୍ଣସିଂହ, ମହାଭାରତ ବନ