Jump to content

ବଧିଆ

ଉଇକିଅଭିଧାନ‌ରୁ

ବଧିଆ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ବଧିର)

[ସମ୍ପାଦନା]
୧. କାଲ —୧. Deaf.
୨. (କାନ) ବଧିରା; ସ୍ତବ୍ଧ —୨. Stunned (said of the ear.)

ଦକ୍ଷିଣୀ ଚୈପଦୀ ଆଉ ଗୋଟିପୋ ତାଧିଆ ଶୁଣି ଶୁଣି କାନ ହୋଇ ଗଲାଣି ବଧିଆ ଫକୀରମୋହନ, ଉତ୍କଳଭ୍ରମଣ

୩. (ସଂସ୍କୃତ - ବଧ୍ରୀ) ଖାସୀ; ନଷ୍ଟପୁଂସ୍ତ୍ୱ (ଜୀବ) — ୩. Castrated (animal).

ପ୍ରାଦେଶିକ - (ବାଲେଶ୍ୱର)ବିଶେଷଣ -

[ସମ୍ପାଦନା]

ଅତିରିକ୍ତ ବର୍ଷା ଯୋଗୁଁ ସନ୍ତସନ୍ତିଆ (ମାଟି) —Damp owing to too much rainfall.

(ଯଥା—ମାଟି ବଧିଆ ହେଲେ ସେଥିରେ କଖାରୁ ଗଛ ଉତ୍ତମ— ରୂପେ ଉଧାଏ ନାହିଁ)


ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ -

[ସମ୍ପାଦନା]

ଖାସି କୁକୁଡ଼ା; ଯେଉଁ କୁକୁଡ଼ାର ପୁଂସ୍ତ୍ୱ ନଷ୍ଟ କରାଯାଇ ଥାଏ —A castrated cock; capon.