Jump to content

ବଧିକ

ଉଇକିଅଭିଧାନ‌ରୁ

ବଧିକ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ପ୍ରାଚୀନ ପଦ୍ୟ; ସଂସ୍କୃତ - ବଧକ)

[ସମ୍ପାଦନା]

ହତ୍ୟାକାରୀ; ବଧକାରୀ —Murderous.

ବ୍ରାହ୍ମଣେ ଅତି ଅବିବେକ, ଏ ବେଦ ଅଟଇ ବଧିକ ଭୂପତି, ପ୍ରେମପଞ୍ଚାମୃତ

ବିଶେଷ୍ୟ -

[ସମ୍ପାଦନା]
୧. ପ୍ରାଣ ଦଣ୍ଡିତ ବ୍ୟକ୍ତିର ହତ୍ୟାକାରୀ ବ୍ୟକ୍ତି —୧. Hangman; public executioner.
୨. ଘାତୁକ — ୨. Murderer; slayer.
୩. ବ୍ୟାଧ —୩. Hunter.