Jump to content

ବଧୂଟୀ

ଉଇକିଅଭିଧାନ‌ରୁ

ବଧୂଟୀ

ଉଚ୍ଚାରଣ

[ସମ୍ପାଦନା]

(ବଧୂଟିକା—ଅନ୍ୟରୂପ)

ସଂସ୍କୃତ - ବି—[ବଧୂ+ କ୍ଷୁଦ୍ରାର୍ଥେ. ଟ]

[ସମ୍ପାଦନା]
୧. କ୍ଷୁଦ୍ର ବଧୂ; ଛୁଆବୋହୂ; ନୂଆ ବୋହୂ —୧. A small wife; a young
୨. ପୁତ୍ର ବଧୂ —୨. Daughter-in-law.
୩. କନ୍ୟା; ନବବିବାହିତା ବଧୂ — ୩. Bride.