Jump to content

ବଧୂତ୍ସବ

ଉଇକିଅଭିଧାନ‌ରୁ

ବଧୂତ୍ସବ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(୬ଷଷ୍ଠୀ ତତ୍; ବଧୂ+ ଉତ୍ସବ)

[ସମ୍ପାଦନା]

ବଧୂର ପ୍ରଥମ ରଜୋଦର୍ଶନ ସମୟେ ଅନୁଷ୍ଠିତ ଉତ୍ସବ — A festival observed on the occasion of the ୧st appearance of menses of a wife.