Jump to content

ବଧୂଲି

ଉଇକିଅଭିଧାନ‌ରୁ

ବଧୂଲି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବନ୍ଧୁଳି)

[ସମ୍ପାଦନା]

ବାର୍ଷିକ ପୁଷ୍ପାଶାକବିଶେଷ — Pentapetus Phoenicea (flowering plant).

ବଧୂଲୀ କୁସୁମ ରଙ୍ଗ ତୋଷଇ ଲୋଚନେ ମଧୂସୂଦନ ଛାନ୍ଦମାଳା

[ଦ୍ରଷ୍ଟବ୍ୟ —ଏହା ବର୍ଷାକାଳରେ ଜନ୍ମେ; ଫୁଲ ଅଳତା ପରି ନାଲି, ପଞ୍ଚଦଳବିଶିଷ୍ଟ; ଏହାର ଫଳ ଓ ଚେର ଔଷଧରେ ଲାଗେ ଓଷ୍ଠ ସହିତ ତୁଳନା କରାଯାଏ ବୋଲି ଏ ଫୁଲର ଅନ୍ୟ ନାମ ଓଷ୍ଠପୁଷ୍ପ ଏ ଫୁଲ ଖରା ହେଲେ ଫୁଟେ ଓ ବେଳ ଗଡ଼ିଲେ ଝାଉଁଳି ପଡ଼େ ବୋଲି ଓ ଏହାର ଅନ୍ୟ ନାମ ଦିପହରିଆ (ବଙ୍ଗାଳୀ - ଓ ହୀ. ଦୁପହରିଆ ଓ ସଂସ୍କୃତ - ମାଧ୍ୟାହ୍ନିକ]